ଦୀର୍ଘ କୋଡିଏ ବର୍ଷ ପରେ ପୁଣି ଅଭିନୟ କୁ ଫେରିଛନ୍ତି”ଛି ଛି ରେ ନନୀ” ଗୀତର ହିରୋ ଭୂମିକାରେ ଅଭିନୟ କରିଥିଲେ ବିଭୂତି ଭୂଷଣ ବିଶ୍ଵାଳ ।

ଅନୁଗୋଳ ; ତା-୦୯/୦୨(ବିଏମସି ଟିଭି ଓଡ଼ିଆ)

ଦୀର୍ଘ କୋଡିଏ ବର୍ଷ ପରେ ପୁଣି ଅଭିନୟ କୁ ଫେରିଛନ୍ତି”ଛି ଛି ରେ ନନୀ” ଗୀତର ହିରୋ ଭୂମିକାରେ ଅଭିନୟ କରିଥିଲେ ବିଭୂତି ଭୂଷଣ ବିଶ୍ଵାଳ । ଏଥର ଭଜନରେ ଆସିବେ ନଜର । ”ସ୍ଵର୍ଗ ଦ୍ୱାରେ ଜାଗା ଦବୁ କଳାଠାକୁର” ନୂତନ ଭଜନ ପୁରୀ ରେ ସୁଟିଂ ସାରି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପୁରୁଣାଗଡ ତାଙ୍କ ନିଜ ଗାଁ ରେ ପହଞ୍ଚି ଓଁ ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର୍ ମହାଦେବ ଙ୍କ ମନ୍ଦିର ରେ ଦର୍ଶନ କରି ମହାଦେବ ଙ୍କ ଆଶୀର୍ବାଦ ଭିକ୍ଷା କଲେ ।ପୁରୁଣା ଗଡ ଗାଁ ର ଗୁରୁଜନ ,ଭାଇ ଭଉଣୀ ତଥା ସମ୍ପର୍କୀୟ ମାନଙ୍କ ସହିତ ମିଶି ମନ୍ଦିର ପ୍ରାଙ୍ଗଣ ରେ ପ୍ରସାଦ ସେବନ କରିଛନ୍ତି।


ଅନଗୁଳ ଜିଲ୍ଲା ଛେଣ୍ଡିପଦା ରୁ ପୁରୀ ଗୋଛାୟତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *