ବୗଦ୍ଧ :ତା-୦୫/୦୩(ବିଏମସି ଟିଭି ଓଡିଆ)
ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ଦିନ ୧୧:୩୦ ମି ସମୟରେ ଗୁନ୍ଦୁଲିଆ ଗ୍ରାମପଞ୍ଚୟତ ର କାର୍ଯ୍ୟ ନିବାହି ଅଧିକାରୀ ଦିବ୍ୟ ଲୋଚନ ବେହେରା ଙ୍କ ସଭାପତିତ୍ବରେ ମହିଳା ସଶକ୍ତି କରଣ ବିଷୟରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରକାର କିଭଳି ଭାବରେ ମହିଳା ମାନଙ୍କୁ ସେ ଆହୁରି ସଶକ୍ତି ହୋଇପାରିବେ ମା ମାନେ ସେ ସବୁ ଯୋଜନା ବିଷୟରେ ଜାଣି ସେ ଯୋଜନାରେ ସଫଳ ହୋଇ ପାରିବେ ସେବିଷୟରେ ଆଲୋଚନାକରିଥିଲେ ମୁଖ୍ୟ ଅତିଥି ଭାବରେ ଗୁନ୍ଦୁଲିଆ ସରପଞ୍ଚ ଧବଳେ ଶ୍ଵର ସିଂହ ଯୋଗଦେଇ ଥିବାବେଳେ ସନମାନ ଅତିଥି ଭାବରେ ଆଇ ସି ଡ଼ିସ ସୁପର ଭାଇଜର ଜାନକୀ ଭୋଇ ଯୋଗ ଦେଇଥିଲେ| ଅନ୍ୟ ଅତିଥି ଭାବରେ ଆଦିତ୍ୟ ମେହେର ଙ୍କ ସମେତ ସମସ୍ତ ଅଙ୍ଗନ ବାଡ଼ି କର୍ମୀ,ଆଶା କର୍ମୀ, ଏମ ବି କେ, ସି ଆର ପି ଗ୍ରାମପଞ୍ଚାୟତ ଅଧୀନରେ ଥିବା ବାଇସି ଟି ଗ୍ରାମର ସ୍ୱୟଂଙ୍ଗ ଶାୟକ ଗୋଷ୍ଠୀ ମହିଳା ମାନେ ସଭାରେ ଯୋଗ ଦେଇଥିଲେ|
ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା