କୋରାପୁଟ ଜିଲ୍ଲାପାଇଁ ଗୌରବ ଆଣିଲେ କୋରାପୁଟ ର ଯୁବ ଆଇ ଏସ ଏସ ଅଫିସର ।

କୋରାପୁଟ ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ)

ଆଜିକୁ ବର୍ଷେ ତଳେ କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ ଯୁବ ଆଇଏଏସ ଅଫିସର ଭି କିର୍ତିଭାସନ୍ ଆସୁ ଆସୁ ନିର୍ବାଚନ ଭଳି ସପ୍ସୋକାତର କାଯ୍ୟ ନିବାଚନ କୁ ସୁରୁଖୁରୁ ରେ ସମ୍ପର୍ନ୍ନ କରିଥିବା ବେଳେ ଜିଲ୍ଲାର ଉନ୍ନତି ପ୍ରତି ଚେଷ୍ଟିତ କରିଥିଲେ ଏପରିକି ଦିନ ରାତି ଗୋଟେକରି ଜିଲ୍ଲାକୁ ସମଗ୍ର ଭାରତ ବର୍ଷ ରେ ଏକ ନୂତନ ପରିଚୟ ସୃଷ୍ଟି ପାଇଁ ଲଗିପଡ଼ିଥିଲେ ।ଆଉ ପରିଣାମ ସ୍ୱରୂପ ଆଜି ଦିଲ୍ଲୀରେ ସିଭିଲ ସର୍ଭିସ୍ ଡେ ରେ ମାନ୍ୟବର ପ୍ରଧାମନ୍ତ୍ରୀଙ୍କଠୁ ଭାରତ ବର୍ଷ ର ଶ୍ରେଷ୍ଠ ପାଞ୍ଚ ଗୋଟି ଜିଲ୍ଲା ଭିତରେ ନିଜ ଜିଲା କୁ ସାମିଲ କରି ପୁରଷ୍କର ପାଇଥିଲେ ।ଏଗାର ଗୋଟି ସଫଳ ଯୋଜନା କୁ ଜିଲ୍ଲା ରେ ସଫଳତା ସହ କାର୍ଯ୍ୟକାରୀ କରି ଏହି ସଫଳତା ପାଇଥିବା ବେଳେ ଏହା ଜିଲ୍ଲାବାସୀ ଏବଂ ନିଜର ସହଯୋଗୀ ଙ୍କ ର ଶ୍ରେୟ ବୋଲି ଜଣାପଡିଛି ।


କୋରାପୁଟ ରୁ ଦେବଶ୍ରୀତ ପଟନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *